ରାଜ୍ୟ

ଟ୍ରେନ ସେବାର ପୁନଃନିର୍ଦ୍ଧାରଣ

Spread the love

ଲିଙ୍କ ଟ୍ରେନର ବିଳମ୍ବ ଯୋଗୁଁ ନିମ୍ନଲିଖିତ ଟ୍ରେନର ପୁନଃନିର୍ଦ୍ଧାରଣ କରାଯାଇଛି

  • ୦୪.୦୯.୨୦୨୫ ରେ ୨୦:୪୫ ଘଣ୍ଟାରେ ପୁରୀରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୪୭୭ ପୁରୀ-ଋଷିକେଶ ଉତ୍କଳ ଏକ୍ସପ୍ରେସ ଏବେ ୦୫.୦୯.୨୦୨୫ ରେ ୦୭:୦୦ ଘଣ୍ଟାରେ ପୁରୀରୁ ଛାଡିବ।

ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ଯେ ଦୟାକରି ଏହି ପରିବର୍ତ୍ତନକୁ ଧ୍ୟାନ ଦିଅନ୍ତୁ ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରନ୍ତୁ।

Leave a Reply

Your email address will not be published. Required fields are marked *