ରାଜ୍ୟ

ଆମ୍ବୁଲାନ୍ସରେ ଅକ୍ସିଜେନ ସରିଯିବାରୁ ଚାଲିଗଲା ମହିଳା ରୋଗୀଙ୍କ ଜୀବନ

Spread the love

ଆମ୍ବୁଲାନ୍ସରେ ଅକ୍ସିଜେନ ସରିଯିବାରୁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜଗତସିଂହପୁର ବ୍ଲକ ଅଳା ପଞ୍ଚାୟତର କମଳା ପଣ୍ଡା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଜଗତସିଂହପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରୁ ଘରୋଇ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର ହେଉଥିଲେ। ଦୁଇ କିଲୋମିଟର ଯିବା ପରେ ଆମ୍ବୁୁଲାନ୍ସ ରୁ ଅକ୍ସିଜେନ ସରି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।ଆମ୍ବୁଲାନ୍ସରେ ଅକ୍ସିଜେନ ସରିଯିବାରୁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜଗତସିଂହପୁର ବ୍ଲକ ଅଳା ପଞ୍ଚାୟତର କମଳା ପଣ୍ଡା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଜଗତସିଂହପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରୁ ଘରୋଇ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର ହେଉଥିଲେ। ଦୁଇ କିଲୋମିଟର ଯିବା ପରେ ଆମ୍ବୁୁଲାନ୍ସ ରୁ ଅକ୍ସିଜେନ ସରି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। ଏଣେ ଏହି ଅଘଟଣ ଘଟିବା ପରେ ଆମ୍ବୁଲାନ୍ସ ଚାଳକ ଗାଡ଼ି ଛାଡ଼ି ପଳାଇଥିଲେ। 

Leave a Reply

Your email address will not be published. Required fields are marked *

error: Content is protected !!