ଭୁବନେଶ୍ବର: ଭିଜିଲାନସ ଜାଲରେ ପୋଲିସ ବାବୁ । ମହଙ୍ଗା ପଡିଲା ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା । ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଆଇଆଇସି । ଭୁବନେଶ୍ବର ରାଜମହଲ ଛକରେ କଟକ CRRI ଥାନାଧିକାରୀ ବିଜୟ କୁମାର ବାରିକଙ୍କୁ ଲାଞ୍ଚ ଟଙ୍କା ସହ ଧରିଲା ଭିଜିଲାନ୍ସ ।
Pramad News Papaer
କାକଟପୁର: କୁହୁଡ଼ି ଯୋଗୁ ପରିବା ଚାଷ କ୍ଷତିଗ୍ରସ୍ତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ବେଗୁନିଆବସ୍ତା ଗାଁରେ ବିଭିନ୍ନ ପନିପରିବା ନଷ୍ଟ ହେବା ଆରମ୍ଭ ହେଲାଣି । ବାଇଗଣ, କୋବି, ବିନ୍ସ ଆଦି ପରିବାରେ ପୋକ ଲାଗି ନଷ୍ଟ ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।
ତାଳଚେର: ବାୟୁ ପ୍ରଦୂଷଣକୁ ନେଇ ସାରା ଦେଶ ଚିନ୍ତାରେ ଥିବାବେଳେ ଏବେ ଆସିଛି ଆଉ ଏକ ବଡ଼ ଖବର । ୩୩୨ ଏକ୍ୟୁଆଇ...
ଭୁବନେଶ୍ୱର : ପାର୍କ କଡ଼ରୁ ଧରାପଡ଼ିଲା ୨୭ଲକ୍ଷର ବ୍ରାଉନସୁଗାର । ଫରେଷ୍ଟ ପାର୍କ ନିକଟରୁ ତିନି ଜଣଙ୍କୁ ଗିରଫ କଲା ଭୁବନେଶ୍ୱର ଅବକାରୀ ଟିମ୍...
ଭୁବନେଶ୍ବର: ଆହୁରି ୨ ଦିନ ଘନକୁହୁଡ଼ି । ରାଜ୍ୟରେ ଶୀତ ସାମନ୍ୟ କମିଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି । ଆଜି ସକାଳୁ...
ଢେଙ୍କାନାଳ: ଢେଙ୍କାନାଳରେ ପଥର ଖଣିରେ ବିସ୍ଫୋରଣ । ୪ ମୃତ ଆଶଙ୍କା । ମୋଟଙ୍ଗା ଗୋପାଳପୁର ଗାଁ ନିକଟ ପଥର ଖଣିରେ ହୋଇଛି ବିସ୍ଫୋରଣ...
ତିହିଡି- ଭଦ୍ରକ ଜିଲ୍ଲା ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧିନ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ସମ୍ମୁଖରେ ପ୍ରସ୍ତାବିତ ମଦ ଦୋକାନ ସ୍ଥାନକୁ...
ସମ୍ବଲପୁର : ପାଇଖାନା ଫ୍ଲସରେ ଟଙ୍କା ଫିଙ୍ଗିଦେଲେ ଅଭିଯୁକ୍ତ । ସମ୍ବଲପୁରର ଏକ ହୋଟେଲରେ ଚାଲିଥିଲା ଜୁଆ ଖେଳ । ରୁମ୍ ନମ୍ବର ୧୦୫ରେ...
ଅନୁଗୁଳ : ଦିଲ୍ଲୀର ବାୟୂପ୍ରଦୂଷଣକୁ ଟପିଲା ତାଳଚେର । ୩୩୨AQI ସହ ଦେଶର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ତାଳଚେର । ଉଦବେଗଜନକ ସ୍ଥିତିରେ...
ଭୁବନେଶ୍ୱର : ପାର୍କ କଡ଼ରୁ ଧରାପଡ଼ିଲା ୨୭ଲକ୍ଷର ବ୍ରାଉନସୁଗାର । ଫରେଷ୍ଟ ପାର୍କ ନିକଟରୁ ତିନି ଜଣଙ୍କୁ ଗିରଫ କଲା ଭୁବନେଶ୍ୱର ଅବକାରୀ ଟିମ୍...

