Uncategorized

ଦଶମ ବିଶ୍ୱ ଶିକ୍ଷା ଓ ଶିକ୍ଷକ ସମ୍ମିଳନୀରେ ଯୋଗ ଦେବେ ରାଜ୍ୟ ଶିକ୍ଷକ ।

ସୁବର୍ଣ୍ଣପୁର:- ଦଶମ ବିଶ୍ୱଶିକ୍ଷା ଓ ଶିକ୍ଷ| ଦିବସ
ଆର୍ଜେଣ୍ଟିନା ର ରାଜଧାନୀ ବୁୟନସଏୟାର୍ସ ଠାରେ ଜୁଲାଇ 27 ତାରିଖ ରୁ ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦଶମ ବିଶ୍ୱ ଶିକ୍ଷ| ଓ ଶିକ୍ଷକ ସମ୍ମିଳନୀରେ ବିଶ୍ଵର 174 ଦେଶ ର ପ୍ରାୟ 1000 ରୁ ଊର୍ଦ୍ବ ଶିକ୍ଷକ ପ୍ରତିନିଧି ଯୋଗ ଦେବେ |ଏହି ସମ୍ମିଳନୀରେ ଆମ ରାଜ୍ୟର ଗର୍ବ ଓ ଗୌରବ ଶ୍ରୀଯୁକ୍ତ କମଳାକାନ୍ତ ତ୍ରିପାଠୀ ସାଧାରଣ ସମ୍ପାଦକ (AIPTF) (SARRC Tr Federation) ଏବଂ ବିଶ୍ୱ ଶିକ୍ଷକ ସଂଗଠନ ର କାର୍ଯ୍ୟକାରିଣୀ ସଭ୍ୟ ବୋର୍ଡ଼ member of EI)ଙ୍କୁ ନିମନ୍ତ୍ରଣ କରାଯାଇଛି | ଯେଉଁଥିରେ ସେ ଭାରତର ଜାତୀୟ ଶିକ୍ଷ|ନୀତି 2020 ଉପରେ ଏକ ବିଶେଷ ସନ୍ଦର୍ଭ ଉପସ୍ଥାପନା କରିବେ | ନୂତନ ଶିକ୍ଷ| ନୀତି 34 ବର୍ଷ ପରେ ଏକ ସ୍ୱତନ୍ତ୍ର ଗୁରୁତ୍ୱପୂର୍ଣ ଆଲେଖ୍ୟ ବହନ କରୁଛି |ଯାହାର କି ଏକ ଅଭିର୍ଣ୍ଣ ପ୍ରତ୍ୟକ୍ଷ ଜ୍ଞାନ ଉପରେ ଆଧାରିତ ଶିକ୍ଷ|କୁ ମାତୃଭାଷା ର ଶିକ୍ଷା ଦାନ
ପ୍ରାଚୀନ ଜ୍ଞାନ ପରମ୍ପରା ଦର୍ଶନ ,ସଂସ୍କୃତି ସମସ୍ତ ବିଷୟକୁ ସ୍ଥାନିତ କରାଯାଇଛି |
ଶ୍ରୀଯୁକ୍ତ ତ୍ରିପାଠୀ ଏହି ସମ୍ମିଳ୍ଳନୀରେ ଅଂଶ ଗ୍ରହଣ କରି ଦେଶ ପାଇଁ ଉପଯୁକ୍ତ ମାର୍ଗଦର୍ଶକ ହେବେ |.ତାଙ୍କ ସନ୍ଦର୍ଭର ମୁଖ୍ୟ ଓ ଗୁରୁତ୍ୱପୂର୍ଣ ଉଦେଶ୍ୟ Dr S ରାଧାକୃଷ୍ଣନ ଙ୍କ ଭାଷାରେ for Education to be complete it should include not only the training of the intellect but also the retirement of the heart and discipline of the soul .
ଭାରତ ବିଶ୍ଵଗୁରୁ ର ଆସନ ପାଉ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ (5)ଖାରବେଳ ନଗର ସଭାପତି ଅନିତା ମେହେଇ ଏହି ସୂଚନା ପ୍ରଦାନ କରିଛନ୍ତି | ରିପୋର୍ଟ -ମହାଦେବ ମଲ୍ଲିକ, ସୋନପୁର ଜିଲ୍ଲା

Leave a Reply

Your email address will not be published. Required fields are marked *