ମୁଖ୍ୟ ଖବର

ମୁଖ୍ୟ ଖବର

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରର ବିହାରର ମଧୁବନିଠାରର ୧୩,୪୮୦ କୋଟିରୁ ଅଧି ଟଙ୍କାର ଉନ୍ନୟନମୂଳ କାର୍ଯ୍ୟର ଶୁଭାରମ୍ଭ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରରନ୍ଦ୍ର ରମାଦୀ

ଗତ ଦଶନ୍ଧିରେ, ପଞ୍ଚାୟତଗୁଡିକୁ ସଶକ୍ତ କେିବା ପାଇଁ ଅରନକ ପଦରେପ ନିଆର୍ଯାଇଛି, ପ୍ରର୍ଯୁକ୍ତିବିଦୟା ମାଧ୍ୟମରେ ପଞ୍ଚାୟତଗୁଡିକୁ ସଶକ୍ତ କୋର୍ଯାଇଛି:ପ୍ରଧାନମନ୍ତ୍ରୀଗତ ଦଶନ୍ଧିରେ ଗ୍ରାମୀଣ ଅର୍୍ନୀତି ନୂଆ ଗତି ହାସଲ

Read More
ଦେଶ- ବିଦେଶମୁଖ୍ୟ ଖବର

ଭାରତୀୟ ନାଗରିକଙ୍କୁ ପାକିସ୍ତାନ ନଯିବାକୁ ପରାମର୍ଶ, ତୁରନ୍ତ ପାକିସ୍ତାନ ଛାଡ଼ି ସ୍ବଦେଶ ଫେରିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ: ପାକିସ୍ତାନ ଯାଅନି… ଭାରତୀୟ ନାଗରିକଙ୍କୁ ପାକିସ୍ତାନ ନଯିବାକୁ ସତର୍କ କରାଇବା ସହ ପରାମର୍ଶ ଦେଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । କୌଣସି ପରିସ୍ଥିତିରେ ବି ପାକିସ୍ତାନ

Read More
ମୁଖ୍ୟ ଖବର

ରେଳ ଭିତ୍ତିଭୂମିରେ ପ୍ରମୁଖ ପରିବର୍ତ୍ତନ ଆଣିଛି ଅମୃତ ଷ୍ଟେସନ ଯୋଜନା _କେବିକେ (KBK) ଅଞ୍ଚଳରେ ସଂଯୋଗୀକରଣକୁ ରୂପାନ୍ତରିତ କରୁଛି

ଭୁବନେଶ୍ୱର, 23 ଏପ୍ରିଲ, 2025 ଆଞ୍ଚଳିକ ବିକାଶ ଏବଂ ଭିତ୍ତିଭୂମି ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତୀୟ ରେଳ ଓଡ଼ିଶାର KBK (କଳାହାଣ୍ଡି-ବଲାଙ୍ଗିର-କୋରାପୁଟ) ଜିଲ୍ଲାର

Read More
ମୁଖ୍ୟ ଖବର

ପାକିସ୍ତାନ ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ, ସିନ୍ଧୁ ଜଳଚୁକ୍ତି ରଦ୍ଦ, ବନ୍ଦ ହେଲା ଅଟାରୀ ସୀମା

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରିଛି । ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ

Read More
ମୁଖ୍ୟ ଖବର

୧୦ ପ୍ରତିଶତ ହ୍ରାସ କରନ୍ତୁ ତେଲ ବ୍ୟବହାର: ମୋଦୀ ଅପିଲ୍ କଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସୁସ୍ଥ ଭାରତ ଗଠନ ବିଷୟରେ କହିଥିଲେ। ସେ କହିଥିଲେ ଯେ, ଛୋଟ ଛୋଟ ପଦକ୍ଷେପ ନେଇ ଆମେ ସୁସ୍ଥ ରହିପାରିବା।

Read More
ମୁଖ୍ୟ ଖବର

ଭାରତ ରଚିବ ଆଉ ଏକ ନୂଆ ଇତିହାସ: ଶୁଭାଂଶୁ ଶୁକ୍ଳା ଯିବେ ମହାକାଶ

ନୂଆଦିଲ୍ଲୀ: ମହାକାଶରେ ଭାରତ ରଚିବ ଆଉ ଏକ ନୂଆ ଇତିହାସ । ଆକ୍ସିଅମ୍ ମିଶନ ମାଧ୍ୟମରେ ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଆସନ୍ତା ମେ ମାସରେ

Read More
ମୁଖ୍ୟ ଖବର

ଏନଆଇଏ ମୁଖ୍ୟାଳୟରେ ବନ୍ଦୀ ଥିବା ତହବୁର ମଗାଇଲେ କୁରାନ, କଲମ ଏବଂ କାଗଜ

ନୂଆଦିଲ୍ଲୀ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାଙ୍କୁ ଏନଆଇଏ ପଚରାଉଚରା ଜାରି ରଖିଛି। ଗତକାଲି ଅର୍ଥାତ୍ ଶନିବାର ଦିନ ଦ୍ୱିତୀୟ ଦିନ ପଚରାଉଚରା ହୋଇଥିଲା। ପ୍ରଥମ

Read More
ମୁଖ୍ୟ ଖବରରାଜ୍ୟ

ଅଲୌକିକ ଦର୍ଶନ: ସୂର୍ଯ୍ୟ କିରଣରେ ଶ୍ରୀରାମଲାଲାଙ୍କ ଅଭିଷେକ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ନବମୀରେ ରବିବାର ଶ୍ରୀରାମ ମନ୍ଦିରରେ ଶ୍ରୀରାମଲାଲାଙ୍କୁ ସୂର୍ଯ୍ୟଙ୍କ କିରଣରେ ଅଭିଷେକ କରାଯାଇଛି।ରବିବାର, ୬ ଏପ୍ରିଲ ଦିନ, ଠିକ୍ ମଧ୍ୟାହ୍ନ ୧୨ଟାରେ

Read More
ମୁଖ୍ୟ ଖବର

ୱାକଫ ବୋର୍ଡରେ କୌଣସି ଅଣ-ମୁସଲିମ ବ୍ୟକ୍ତିଙ୍କୁ ସାମିଲ କରାଯିବ ନାହିଁ: ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୱାକଫ ସଂଶୋଧନ ବିଲ୍ ମାଧ୍ୟମରେ ବିରୋଧୀ ସାଂସଦମାନଙ୍କ ମୁସଲମାନମାନଙ୍କୁ ଭୟଭୀତ କରିବାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ

Read More